ଝଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ଝଡ଼ (ଦେଖ) - Jhaṟḍ̠a (See)

ନମାନେ ନତ ମାସ ମିଶା ଝଡ଼—କବିସୂର୍ଯ୍ୟ, ସଙ୍ଗୀତ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ତାସା —A drum.

ଧସା ଜାଗରା ନଉବତ ଝଡ଼ି ତେଲଙ୍ଗି ବାଜା ଚାଙ୍ଗୁ ଗୁଡ଼ୁ ଗୁଡ଼ି—ବ୍ରଜନାଥ, ସମରତରଙ୍ଗ