ଝଟ୍ ଝଟ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଦୀପ୍ତି; ଝଟକ — ୧. Splendour; glitter.
୨. ଉଷା; ଭୋର୍; ଅନ୍ଧାରୁଆ ସକାଳ; ଫସଲ ଫାଟିବା ବେଳ —୨. Early morning; dawn.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - ସମ୍ପାଦନା

ଉଜ୍ଜ୍ୱଳ; ଦୀପ୍ତିମାନ୍; ଜାଜ୍ୱଲ୍ୟମାନ — Shining; bright; burnished; glittering.

ହେଉଥାଏ ରତ୍ନଜ୍ୟୋତିରେ ଝଟ ଝଟ କୃଷ୍ଣସିଂହ. ମହାଭାରତ. ସଭା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି.ବିଶେଷଣ - ସମ୍ପାଦନା

ଅତିଶୀଘ୍ର; ତୁରନ୍ତ; ଝଟପଟ — Quickly; immediately; at once; in no time; in a trice.