ଝଙ୍କେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି.—(ସଂସ୍କୃତ - ଧକ୍ ଧାତୁ=ନାଶନ) ସମ୍ପାଦନା

୧. ଝାଙ୍କିବା; ଦୋହଲାଇବା —

ଅନୁବାଦ ସମ୍ପାଦନା

୧. To shake down or jerk.

୨. ଶସ୍ୟାଦି କ୍ଷୁଦ୍ର ପଦାର୍ଥ ଥିବା ପାତ୍ର ବା ଅଖାକୁ ଦୋହଲାଇବା — ୨. To shake a bag or basket (as of grains), so as to cause the contents to lie closer or occupy less space inside it.
୩. (ଗଛ ଲତା) ପତ୍ର ଓ ଶାଖା ବହୁଳତାଦ୍ୱାରା ବିସ୍ତୃତି ଲାଭ କରିବା —୩. (a tree or creeper) To spread out its leaves anbd branches.