ଝଗଡ଼ା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତା. ଜଗଡ଼ମ; ତୁଳ. ସଂସ୍କୃତ - ଝଟିକା) ସମ୍ପାଦନା

୧. କଳହ — ୧. Quarrel.

ଝଗଡ଼ା ସାରିଣ କୃଷ୍ଣ ମଥୁରା ରହିଲା ବଳରାମ ଦାସ. କୋଇଲି

୨. ଝକାଝକ୍ (ଦେଖ) - ୨. Jhakājhak (See)
୩. ଜଞ୍ଜାଳ —୩. Complications; entanglements.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଝଗଡ଼ (ଦେଖ) - Jhagaṟḍ̠a (See)