ଜନ୍ତ
ଜନ୍ତ
ଉଚ୍ଚାରଣ
ସମ୍ପାଦନା(ଯନ୍ତ—ଅନ୍ୟରୁପ)
ଧ୍ୱନି (ମାନକ ଓଡ଼ିଆ) (file)
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଯମ ଧାତୁ; ଯନ୍ତ୍ର)
ସମ୍ପାଦନା- ୧. କ୍ଷେତ୍ରକୁ ଜଳ ଯୋଗାଇବା ପାଇଁ ଚାଳ ବା ନଡ଼ିଆ ଗଛର ଭିତର ଭିତର ପାଖ କୋରି ଏକଫାଳଦ୍ୱାରା ଖାଲରୁ ଉପରକୁ ପାଣି ଉଠାଇବାର ଯନ୍ତ୍ରବିଶେଷ —୧. A contrivance made of a hollowed trunk of palm or cocoanut and turning it up and down on a pivot for lifting water for irrigating fields.
[ ଦ୍ର—ଗୋଟିଏ ନଡ଼ିଆ ବା ତାଳଗଛର ମୂଳଗଡ଼କୁ ଫାଳ କରି ତହିଁ ଭିତରୁ ଅନ୍ତିଯାକ କାଢ଼ି ତହିଁର ମୁଳପାଖର ମେଲା ମୁଣ୍ଡକୁ ଖଣ୍ଡିଏ ପଟାଦ୍ୱାରା ମୁଦି ଦିଆଯାଏ; ଏହି ଭାବରେ ଏ ଯନ୍ତ୍ର ତିୟାରି ହୁଏ]
- ୨. କାକରା ପିଠାଆଦି ତିଆରି କରିବା ନିମନ୍ତେ ସିଦ୍ଧ ହୋଇଥିବା ଖଳ —୨. Dough (boiled flour) for cakes.
- ୩. କାକରା, ଆରିଶା ଆଦି ପିଠା ତିଆରି ହେବା ପାଇଁ ଦଳା ହୋଇଥିବା ଖଳି —୩. Kneaded dough for cakes.
- ୪. ଜନ୍ତା (ଦେଖ) - ୪. Jantā (See)