ଜଡ଼ା ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. (କଚେରିଆ) (ଖାନତଲାସୀ ପାଇଁ ଘରେ ପଶିବା ବ୍ୟକ୍ତି) ଘରେ ପଶିବା ପୂର୍ବରୁ ସର୍ବସମକ୍ଷରେ ଆପଣା ଦେହ ଓ ପୋଷାକକୁ ଉତ୍ତମରୂପେ ଝାଡ଼ିବା — ୧. To clearly show to the people present that the officer about to enter a house for house-search has secreted nothing in his body or clothes.
୨. (କୁକୁର ବା ବାଘଆଦି ହିଂସ୍ର ଜନ୍ତୁ) କୌଣସି ଶିକାର (ଯଥା ଛେଳି, ପକ୍ଷୀ)କୁ ବେକ ପାଖରୁ ପାଟିରେ ଧରି ଖୁବ୍ ଜୋରରେ ଏକାଧିକ ଥର ଶୂନ୍ୟରେ ସଞ୍ଚାଳିତ କରିବା —୨. (a beast of prey) TO give repeated jerkings to its victim by holding it between the jaws.

[ଦ୍ରଷ୍ଟବ୍ୟ —ଏପରି ଝଡ଼ା ଦେବାଦ୍ୱାରା ଆକ୍ରାନ୍ତ ଜୀବ ମୃତ କିମ୍ୱା ଅଧାପ୍ରାଣ ହୋଇଯାଏ]