ଜଡ଼ବାଦୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ -(ଜଡ଼+ବଦ୍ ଧାତୁ+ଇନ୍; ୧ମା. ୧ବ.) ସମ୍ପାଦନା

ଯେ ଜଡ଼ବାଦମତ ପୋଷଣ କରେ —One who holds the theory of materialism.

ଦେଶଜ - ବିଶେଷ୍ୟ - ସମ୍ପାଦନା

ଜଡ଼ବାଦମତ ପୋଷଣ କରୁଥିବା ଲୋକ — A person holding the theory of materialism.