ଜଡ଼ତା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଡ଼ତ୍ନ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଜଡ଼+ଭାବାର୍ଥେ. ତ) ସମ୍ପାଦନା

୧. ଶୈଥିଲ୍ୟ — ୧. Numbness; rigidness.
୨. ଦେହ କାଲ ମାରିଯିବା — ୨. Insensibility
୩. ଶୈତ୍ୟ —୩. Frigidity; coldness.
୪. ମୂର୍ଖତା —୪. Stupidity; idiocy.
୫. ଅସ୍ପଷ୍ଟତା —୫. Indistinctness.
୭. ଆଳସ୍ୟ —୭. Idleness.
୮. ଅକର୍ମଣ୍ୟତା; ଅପଟୁତା —୮. Decrepitude.
୯. ଜଡ଼ ପଦାର୍ଥର ଏକ ସ୍ଥାନରେ ରହିବାର ଗୁଣ; ଯେଉଁ ଗୁଣ ଯୋଗୁଁ ଜଡ଼ ପଦାର୍ଥ ଆପଣାମନକୁ ଚଳି ପାରେ ନାହିଁ କିମ୍ୱା ରହି ପାରେ ନାହିଁ —୯. Inertia.
୧. ଅଚେତନତା —୧୦. Lifelessness.
୧୧. ସାହିତ୍ୟ ଦର୍ପଣ ମତରେ ସଂଚାରୀଭାବ ବିଶେଷ — ୧୧. One of the conditions of a person affected with sentiments.

[ଦ୍ରଷ୍ଟବ୍ୟ —ଦୁଃଖ, ଭୟ, ମୋହ ଆଦି ଜନିତ ଛାନିଆରୁ ମନୁଷ୍ୟର ଯେଉଁ କିଂକର୍ତ୍ତବ୍ୟବିମୂଢତା ହୁଏ ତାକୁ ଜଡ଼ତା ବୋଲାଯାଏ ]

୧୨. ସ୍ତବ୍ଧତା; ଅଚଳତା —୧୨. Stillness; inertness.
୧୩. (ବୈଶେଷିକ ଦର୍ଶନ) ପରମାଣୁମାନଙ୍କର ଗୁଣବିଶେଷ; ସ୍ଥତି ଓ ଗତିର ଇଚ୍ଛାର ଅଭାବ (ହିନ୍ଦୀ - ଶବ୍ଦସାଗର) — ୧୩. (B&aline;i̱ṡeshika philosophy) An attribute of molecules; want of any will to move and stay.