ଜଠ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - (ପ୍ରାଚୀନ ପଦ୍ୟ) (ସଂସ୍କୃତ - ଜଠର) ସମ୍ପାଦନା

୧. ଉଦର — ୧. Belly.
୨. ଜଠର; ଗର୍ଭ —୨. Womb.

ବୋଇଲେ ଆମ୍ଭମାନେ ବିଧବା ସ୍ତିରୀ ଅଟୁଁ, କିରୂପେ କହ ପୁତ୍ର ଜନ୍ମିବେ ଆମ୍ଭ ଜଠୁଁ—ପୀତାମ୍ୱର. ନୃସିଂହପୁରାଣ