ଜଟାୟୁ
ଜଟାୟୁ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ସଂସ୍କୃତ - ବିଶେଷ୍ୟ - (ଜଟା; କେଶରାଶି ତବ୍ୱତ୍ ଅପରିମିତ ଆୟୁ ଯାହାର; ବହୁବ୍ରୀହି) ସମ୍ପାଦନା
- ୧. ଗରୁଡ଼ବଂଶୀୟ ପ୍ରସିଦ୍ଧ ପୌରାଣିକ ଗୃଧ୍ର ପକ୍ଷୀ (ଏ ଅରୁଣଙ୍କ ପୁତ୍ର ଦଶରଥ ରାଜାଙ୍କ ମିତ୍ର ଥିଲେ ସୀତାଙ୍କୁ ରାବଣ ଚୋରାଇ ନେବା ସମୟରେ ଏ ରାବଣ ସଙ୍ଗେ ଯୁଦ୍ଧ କରି ଓ ପରାସ୍ତ ହୋଇ ସେହିଠାରେ ପଡ଼ି ରହିଥିଲେ ଏବଂ ରାମଚନ୍ଦ୍ରଙ୍କୁ ସୀତା ହରଣ ସଂବାଦ ଦେବାପରେ ପ୍ରାଣତ୍ୟାଗ କଲେ) —Name of a mythological bird who fought with Rābaṇa while he was stealing away Sītā and was mortally wounded. He breathed his last after communicating the news of abduction to Rāmachandra.
- ୨. ଗୁଗ୍ଗୁଳ (ହିନ୍ଦୀ - ଶବ୍ଦସାଗର) —୨. Bdellium.