ଜଟପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଟ ପକେଇବା, ଜଟପାଡ଼ିବା, ଜଟପାରିବା, ଜଟବାନ୍ଧିବା—ଅନ୍ୟରୂପ)

ଦେଶଜ - କ୍ରିୟାପଦ - ସମ୍ପାଦନା

ମୁଣ୍ଡରେ କେଶଯାକ ଏକତ୍ର କରି ଜୁଡ଼ ବାନ୍ଧିବା —To make up the hairs of the head into a chingnon.