ଜଞ୍ଜପୂକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଜଞ୍ଜପୁକା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଜପ୍ ଧାତୁ—ଯଙ୍ ଲୁଗନ୍ତ+କର୍ତ୍ତୃ. ଊକ) ସମ୍ପାଦନା

୧. ଯେ ସର୍ବଦା ଜପ କରେ — ୧. Always engaged in counting beads.
୨. ଗର୍ହିତ ଜପକାରୀ —୨. Always counting beads for evil purposes.