ଜଙ୍ଘାତ୍ରାଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଂଘା+ତ୍ରୈ ଧାତୁ=ରକ୍ଷା କରିବା+କର୍ତ୍ତୃ. ଅନ) ସମ୍ପାଦନା

୧. ଜଙ୍ଘକୁ ରକ୍ଷା କରିବାର କବଚ — ୧. Cuish; an armour for the thighs.
୨. ପେଣ୍ଟଲୁନ୍ —୨. Pantaloons; trousers.
୩. ଘଙ୍ଘିଆ —୩. Half-pant; shorts.