ଜଗାଜଗ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି କାର୍ଯ୍ୟ ପ୍ରତି ବିଶେଷ ସାବଧାନତା ବା ସତର୍କତା ବା ହୁସିଆରି —Utmost carefulness or caution; being on the guard; watchfulness.

ଦେଶଜ - ବିଶେଷଣ - ସମ୍ପାଦନା

୧. କୌଣସି ବିଷୟକୁ ବିଶେଷ ସର୍ତକ ହୋଇ ଜଗି— ଥିବା ବା ଦୃଷ୍ଟି ରଖିଥିବା; ଛକାଛକା —୧. Using great care or caution; very watchful; being on one's guard.
୨. ପରସ୍ପର ପରସ୍ପର ପ୍ରତି ସର୍ତକ ରହିଥିବା —୨. Being on one's guard against each other