ଜଗର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜାଗୁ ଧାତୁ+କତ୍ତୃ ଅ. ନିପାତନ) ସମ୍ପାଦନା

୧. କବଚ; ସାଞ୍ଜୁ —୧. Coat of mail.
୨. ପୃଷ୍ଠୀ ନାମକ ସୁରା; ମଦିରାବିଶେଷ — ୨. A kind of wine; a sort of liquor.
୩. ଗୋମୟ —୩. Cowdung.
୪. ମଦର କଳ୍ପ —୪. The dregs of wine.
୫. ମଦନ —୫. Madana (tree).
(ଜଗରା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

ଧୂର୍ତ୍ତ; ଚଲାଖ — Cunning; clever.