ଜଗନ୍ମୟୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଜଗନ୍ମୟ+ସ୍ତ୍ରୀ. ଈ) ସମ୍ପାଦନା

୧. ଲକ୍ଷ୍ମୀ (ହିନ୍ଦୀ - ଶବ୍ଦସାଗର) — ୧. Goddess Lakshmī.
୨. ବିଶ୍ୱବ୍ୟାପିନୀ ଶକ୍ତି —୨. The Divine essence pervading the universe.