ଜଗଦଯୋନି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - (ଜଗତ୍+ଯୋନି; ଉତ୍ପତ୍ତିସ୍ଥାନ, ୬ଷ୍ଠୀତତ୍) ସମ୍ପାଦନା

୧. ଈଶ୍ୱର —୧. God.
୨. ବ୍ରହ୍ମା, ବିଷ୍ଣୁ, ଶିବ —୨. The Hindu trinity.

ସ୍ତ୍ରୀ. ସମ୍ପାଦନା

ପୃଥିବୀ —The earth.