ଜଗତୀତଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଜଗତୀ+ତଳ) ସମ୍ପାଦନା

୧. ଭୂତଳ; ଭୂପୃଷ୍ଠ — ୧. The surface of the earth.
୨. ଭୂମି —୨. Earth (Apte).
୩. ପୃଥିବୀ —୩. The world (Apte).