ଜଗତବେଢ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଜଗତିବେଢ଼, ଜଗତ୍ରୀବେଢ଼ଅନ୍ୟରୂପ

ପ୍ରାଦେଶିକ - (ଗଡ଼ଜାତ) ବିଶେଷ୍ୟ - ସମ୍ପାଦନା

ବଣହାତୀ ମାନଙ୍କୁ ଖେଦାରୀତିରେ ଧରିବା ପାଇଁ ଗୋଟିଏ ବଡ଼ ସୀମାନିରଦ୍ଦିଷ୍ଟ ଜଙ୍ଗଲର ଚାରିଆଡ଼େ ଜଗୁଆଳିଙ୍କୁ ବେଢ଼ାଇ ଜଗୁଆଳୀମାନେ କ୍ରମଶଃ ଖେଦାଆଡ଼କୁ ଅଗ୍ରସର ହେବାର ରୀତି — The practice of surrounding a big area of jungle with bearters and gradually tightening the circuit so as to bring the elephants into the Khedda (enclosure).