ଜଖ ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚଳନଶୀଳ ଜୀବରୂପେ ଚାଲବୁଲ କରୁଥିବା 'ଜଖ'କୁ ସୁନାରେ ପରିଣତ କରିବା

[ଦ୍ରଷ୍ଟବ୍ୟ —ସାଧାରଣ ଲୋକଙ୍କର ବିଶ୍ୱାସ ଅଛି, ଯେ, ବହୁକାଳର ପୋତାସୁନା 'ଜଖ' ବା ଚଳନଶୀଳ ଚକଚକିଆ ଜୀବ ପାଲଟି ଯାଇ ପୋତା ହୋଇଥିବା ସ୍ଥାନ ନିକଟରେ ନିର୍ଜନ ରାତିରେ ବୁଲେ ଓ କେହି ଲୋକ ତାକୁ ଉଣ୍ଡି କରି ଉପରେ ହଳଦୀପାଣି ଛାଟିଦେଲେ ସେ ଚଳନଶୀଳ 'ଜଖ ନୀର୍ଜୀବ' ସୁନା ପାଲଟି ଯାଏ]



ଉଚ୍ଚାରଣ ସମ୍ପାଦନା

$1

  • (file)
  • (file)