ଜଇନ୍ତ୍ରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ନାମ) ସମ୍ପାଦନା

ଯାଜପୁର ସବ୍ଡିଭିଜନରେ ଥିବା ଏକ ଗ୍ରାମ — Name of a village in jaipur subdivision of the Cuttack district.

[ଦ୍ରଷ୍ଟବ୍ୟ —ଏକ ଗ୍ରାମର ପ୍ରାଣ ମାନେ ବିଶେଷ ଚୋରି ଓ ଡକାଇତି କରିବାରୁ ଜଇନ୍ତ୍ରା ବାଲା କହିଲେ କଟକ ଜିଲ୍ଲାରେ ଡକାଇତ ବୋଲି ବୁଝାଯାଏ]