ଛନ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଡରାଇବା; କପଟଭୟ ଦେଖାଇବା — To frighten in jest.

ଦମ୍ଭ ଦେଖିବାକୁ ସିନା କଲି ଛନ—କବିସୂର୍ଯ୍ୟ. କିଶୋରୀଚମ୍ପୁ. ଦ ଗୀତ