ଛନ୍ଦଣିମନ୍ଦଣି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

ଗଇଣ୍ଠାଗଇଣ୍ଠି; ଅନେକଗୁଡିଏ ସୂତାରେ ଗଣ୍ଠି ପଡିଯିବା; ଅଡ଼ୁଆ ହେବା; ଗୁଡ଼ିଆଗୁଡ଼ି Intricacy; beingknotted; confusion; chaos.

ଦେଶଜ - ବିଶେଷଣ - ସମ୍ପାଦନା

୧ : ବିଶେଷ ଅଡ଼ୁଆ ହୋଇଥିବା — ୧. Intricately knotted together; knotty; chaotic; tangled.

୨ : ପରସ୍ପର ସଙ୍ଗେ ଛନ୍ଦା ହୋଇଥିବା — ୨. Intertwined with each other; crossed.

କୋଇଲି ଲୋ ଛନ୍ଦଣି ମନ୍ଦଣି ଭୁଜ ଦଣ୍ଡ କେଶବ କୋଇଲି ଛ ଗୀତ