ଛନ୍ଦଣିମନ୍ଦଣି
ଛନ୍ଦଣିମନ୍ଦଣି
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଗଇଣ୍ଠାଗଇଣ୍ଠି; ଅନେକଗୁଡିଏ ସୂତାରେ ଗଣ୍ଠି ପଡିଯିବା; ଅଡ଼ୁଆ ହେବା; ଗୁଡ଼ିଆଗୁଡ଼ି Intricacy; beingknotted; confusion; chaos.
ଦେଶଜ - ବିଶେଷଣ -
ସମ୍ପାଦନା୧ : ବିଶେଷ ଅଡ଼ୁଆ ହୋଇଥିବା — ୧. Intricately knotted together; knotty; chaotic; tangled.
୨ : ପରସ୍ପର ସଙ୍ଗେ ଛନ୍ଦା ହୋଇଥିବା — ୨. Intertwined with each other; crossed.
କୋଇଲି ଲୋ ଛନ୍ଦଣି ମନ୍ଦଣି ଭୁଜ ଦଣ୍ଡ କେଶବ କୋଇଲି ଛ ଗୀତ