ଛନକା
ଛନକା
ଉଚ୍ଚାରଣ
ସମ୍ପାଦନାଧ୍ୱନି (ମାନକ ଓଡ଼ିଆ) (file)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ -
ସମ୍ପାଦନାଛନକ (ଦେଖ) - Chhanaka (See)
ଛନକାରେ ତ୍ରସ୍ତ ହେଲେ ଛନ୍ନମତି ସର୍ବ ପ୍ରାଣୀ ବିଶେଷ୍ୟ - ଜଳେ, କି ସ୍ଥଳେ ବିହାୟସେ— ରାଧାନାଥ, ମହାଯାତ୍ରା ଛନକା ପଶିଲା ଛାତିରେ, ଜାତି କୁଳ ଉପେକ୍ଷି— କଳାକଳେବର ଚଇତିଶା. ଛ—ଗୀତ
(ଛନକୀ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ. (ସଂସ୍କୃତ - ଚମତ୍କୃତ)
ସମ୍ପାଦନା୧ : ହଠାତ୍ ଭୟଗ୍ରସ୍ତ —୧. Frightened; terrified.
୨ : ଚେହେଙ୍କିବା —୨. Shying.