ଛନକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଚମତ୍କାର) ସମ୍ପାଦନା

୧ : ଭୟ — ୧. Fear.

ଅବଶେ ଆଖି ମୁଁ ବୁଜିଲି ଛନକେ—ରାଧାନାଥ. ନନ୍ଦିକେଶରୀ

୨ : ହଠାତ୍ ଜାତ ଭୟ; ଭଡ଼କ — ୨. Sudden fright; terror.