ଛତ୍ରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛତ୍ରିଣୀ—ସ୍ତ୍ରୀଲିଙ୍ଗ) 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - ସମ୍ପାଦନା

(ଛତ୍ର+ଅଛି ଅର୍ଥରେ ଇନ୍; ୧ମା. ୧ବ) ===

୧. ଯାହା ମୁଣ୍ଡଉପରେ ଛତା ଧରା ହୋଇଅଛି — Having an umbrella held over the head.
୨. ଛତ୍ରଧାରୀ —୨. Bearing an umbrella.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ରାଜା —୧. A king (M.W.).
୨. ଭଣ୍ଡାରି (ହିନ୍ଦୀ - ଶବ୍ଦସାଗର) —୨. A barber (M.W.).