ଛତ୍ରାକୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ. (ଛତ୍ରାକ+ଈ) ସମ୍ପାଦନା

୧. ରାସ୍ନା — ୧. A parasitic plant growing on trees; Vanda Roxburghii; the Ichneumon plant (M.W.).

[ଦ୍ରଷ୍ଟବ୍ୟ —ଏହା ଏକପ୍ରକାର ନିର୍ମୂଳୀ ଗୁଳ୍ମ ଆସାମ ଓ ଖାସୀଆ— ପାହାଡ଼ରେ ପ୍ରାୟ ଆମ୍ୱଗଛରେ ଏହା ଜନ୍ମେ ଏଥିର ଫୁଲ ବିଚିତ୍ର, ସୁଗନ୍ଧ ଓ ବହୁଦିନସ୍ଥାୟୀ ଏହାର ଫଳ ଔଷଧରେ ଲାଗେ]

୨. ସର୍ପାକ୍ଷୀ (ଦେଖ) - ୨. Sarpākshī (See)