ଛତ୍ରବତୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ନାମ) ସମ୍ପାଦନା

ମହାଭାରତ, ହରିବଂଶ ଓ ବିଷ୍ଣୁପୁରାଣାଦିରେ ବର୍ଣ୍ଣିତ ପାଞ୍ଚାଳର ଉତ୍ତରରେ ଅବସ୍ଥିତ ପ୍ରଚୀନ ରାଜ୍ୟ (ଏହାର ଅନ୍ୟ ନାମ ଅହିଚ୍ଛତ୍ର ବା ଅହିକ୍ଷେତ୍ର— (ହିନ୍ଦୀ - ଶବ୍ଦସାଗର) —Name of an ancient kingdom mentioned in the Hindu mythologies.