ଛତ୍ରପତି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍; ଛତ୍ର+ପତି) ସମ୍ପାଦନା

୧. ରାଜା; ସମ୍ରାଟ — An emperor; a sovereign.

ପ୍ରବଳ ପ୍ରତାପ ଦାନବ ଶେଖର ବୃଶପର୍ବା ଛତ୍ରପତି ନନ୍ଦକିଶୋର. ଶର୍ମିଷ୍ଠା

ଦେଶଜ - ବିଶେଷ୍ୟ - ସମ୍ପାଦନା

ମର୍ହଟ୍ଟା ରାଜା ଶିବାଜିଙ୍କ ଉପାଧି — A title assumed by Sibaji the Marhatta king.