ଛତ୍ରକ
ଛତ୍ରକ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଛତ୍ର+ସ୍ୱାର୍ଥେ. କ)
ସମ୍ପାଦନା- ୧. ଛତା — ୧. Umbrella.
- ୨. ମାଛରଙ୍କା ପକ୍ଷୀ — ୨. The kingfisher; Alcedo Ispida.
[ଦ୍ରଷ୍ଟବ୍ୟ —ଏହାର ମୁଣ୍ଡରେ ଛତା ପରି ପକ୍ଷଗୁଚ୍ଛ ଥିବାରୁ ଏହି ନାମ]
- ୩. ଛତୁ —୩. Mushroom; toadstool.
- ୪. ଛତା ଆକାରର ମହୁଫେଣା — ୪. A parasol-shaped beehive.
- ୫. ଛତାପରି ଛାତ ଥିବା ଗମ୍ୱୁଜଯୁକ୍ତ ଶିବମନ୍ଦିରବିଶେଷ — ୬. A parasol-shaped temple in honour of the Deity Ṡiba (M.W.)