ଛତୁ ମାତିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ଦେଶଜ - ବିଶେଷ୍ୟ - ସମ୍ପାଦନା

ବର୍ଷା ଦିନେ ହୁଙ୍କାରୁ ବା ଭୂମିରୁ ବିଶେଷ ପରିମାଣରେ ଛତୁ ଜାତ ହେବା — Mushrooms springing up copioudly from the ground or ant hills.

ଛି ଲୋ ଛତୁ ! ପାଣି ବରଷିଲେ କେତେ ତୁ ମୃତ୍ୱୁ—ଢଗ