ଛତୁ ନିକିଲିବା
ଛତୁ ନିକିଲିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛତୁ ନିକିଲିବା
|
ଛତୁ ଫାଟିଯିବା, ଛତୁ ବନିବା,ଅନ୍ୟରୂପ
ଦେଶଜ - ବିଶେଷ୍ୟ -
ସମ୍ପାଦନାଚୂର୍ଣ୍ଣବିଚୂର୍ଣ୍ଣିତ ହେବା; ବିନିଷ୍ଟ ବା ବିଧ୍ୱସ୍ତ ହେବା; ଛତରଛାଉଳ ହେବା — To be annihilated; to be completely ruine; to be spoiled.
(ଯଥା—କୋଠା ଉପରୁ ଖସି ପଡ଼ିଲେ ତୋର ଛତୁ ନିକିଲି ଯିବ)