ଛତୁ ନିକିଲିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛତୁ ଫାଟିଯିବା, ଛତୁ ବନିବା,ଅନ୍ୟରୂପ

ଦେଶଜ - ବିଶେଷ୍ୟ - ସମ୍ପାଦନା

ଚୂର୍ଣ୍ଣବିଚୂର୍ଣ୍ଣିତ ହେବା; ବିନିଷ୍ଟ ବା ବିଧ୍ୱସ୍ତ ହେବା; ଛତରଛାଉଳ ହେବା — To be annihilated; to be completely ruine; to be spoiled.

(ଯଥା—କୋଠା ଉପରୁ ଖସି ପଡ଼ିଲେ ତୋର ଛତୁ ନିକିଲି ଯିବ)