ଛତିଆ ଛାଡ଼ିବା
ଛତିଆ ଛାଡ଼ିବା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛତିଆ ଛାଡ଼ିବା
|
ଗ୍ରାମ୍ୟ - ବିଶେଷ୍ୟ -
ସମ୍ପାଦନା- ୧. ମଳ ବା ଫିମ୍ଫି ପରିଷ୍କୃତ ହେବା — ୧. Cleansing of the sordes or rust from a thing.
- ୨. (ଲକ୍ଷଣାର୍ଥ) ସୁଖାଦ୍ୟ ଖାଇବାଦ୍ୱାରା ମୁହଁର ଜିଭର ଅରୁଚି ଛାଡ଼ିଯିବା —୨. (figurative) The disappearance of the sords of the tongue or the disappearance of the loathing for food; by the eating of dainty things.