ଛତା ମାରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

୧. ଛତା ପକାଇବା (ଦେଖ) - ୧. Chhatā pakāibā (See)
୨. ଛତା ବୁଜିବା (ଦେଖ) - ୨. Chhatā bujibā (See)



ଛତା ମାରିବା

ଓଡ଼ିଆ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. ମେଲା ଛତାକୁ ବୁଜିବା; ୨ ମେଲା ଛତାକୁ ଭୂଇଁରେ ପୋତି ତା ଛାଇରେ ବସିବା

[ଦ୍ରଷ୍ଟବ୍ୟ — ଯେପରି ଘୂଷୂରିଆ, ମଇଁଷିଆଳ ଓ ବାବାଜୀମାନେ କରନ୍ତି]