ଛତା ପକାଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛତା ପକେଇବା, ଛତା ପୋତିବା, ଛତା ମାରିବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

(ମହନ୍ତ ସାଧୁ, ମଇଁଷିଆ ଓ ଘୁଷୁରିମାନେ ଯେଉଁ ସ୍ଥାନରେ କିଛି ସମୟ ଅବସ୍ଥାନ କରିବେ ସେ ସ୍ଥାନରେ ଆପଣା ଶରୀରକୁ ଖରା ବର୍ଷାରୁ ରକ୍ଷା ପାଇବା ପାଇଁ) ଛତାର ବେଣ୍ଟକୁ ଭୂମିରେ ଗାତ ଖୋଳି ପୋତିବା — To install an umbrella by planting the central rod on the ground for passing some time under it (said of wandering anchorites,

buffalo-herds or swine herds) who pass days and night in the open.