ଛତରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛତରୀ—ସ୍ତ୍ରୀ) 

ଛତରାଙ୍ଗି, ଛତରାମିବି

ଦେଶଜ - ବିଶେଷଣ - ପୁଂ. ସମ୍ପାଦନା

୧. (ସଂସ୍କୃତ - ସତ୍ର)—ଛତରଖିଆ; ଯେ ଏଣେ ତେଣେ ବୁଲୁଥାଏ; ବାରବୁଲା — ୧. Vagrant.
୨. (ସଂସ୍କୃତ - ଛିତ୍ୱର=ଧୂର୍ତ୍ତ) ଧୂର୍ତ୍ତ; ଭଣ୍ଡ — ୨. Cheat.
୩. ଦୁଷ୍ଟ; ବଗୁଲିଆ; ଖେଚଡ଼ା; ଛେଚଡ଼ା — ୩. Wicked; wanton; dessolute.
୪. (ଗାଳିବିଶେଷ) ଯାହାର ଘର ବା ଜାତି କିଛି ନାହିଁ — ୪. (a term of abuse) Belonging to no society; homeless.
୫. (ସଂସ୍କୃତ - ବିସ୍ତୃତ; ସଂସ୍କୃତ - କ୍ଷିପ୍ତ. ପ୍ରା. ଛିତ୍ତ) ଚାରି ଆଡ଼େ ବିସ୍ତୃତ ହୋଇଥିବା ଚତରା —୪. Spreading; extending on all sides.

(ଯଥା—ଛତରା ବର)