ଛତରା
ଛତରା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନା(ଛତରୀ—ସ୍ତ୍ରୀ)
ଛତରାଙ୍ଗି, ଛତରାମିବି
ଦେଶଜ - ବିଶେଷଣ - ପୁଂ.
ସମ୍ପାଦନା- ୧. (ସଂସ୍କୃତ - ସତ୍ର)—ଛତରଖିଆ; ଯେ ଏଣେ ତେଣେ ବୁଲୁଥାଏ; ବାରବୁଲା — ୧. Vagrant.
- ୨. (ସଂସ୍କୃତ - ଛିତ୍ୱର=ଧୂର୍ତ୍ତ) ଧୂର୍ତ୍ତ; ଭଣ୍ଡ — ୨. Cheat.
- ୩. ଦୁଷ୍ଟ; ବଗୁଲିଆ; ଖେଚଡ଼ା; ଛେଚଡ଼ା — ୩. Wicked; wanton; dessolute.
- ୪. (ଗାଳିବିଶେଷ) ଯାହାର ଘର ବା ଜାତି କିଛି ନାହିଁ — ୪. (a term of abuse) Belonging to no society; homeless.
- ୫. (ସଂସ୍କୃତ - ବିସ୍ତୃତ; ସଂସ୍କୃତ - କ୍ଷିପ୍ତ. ପ୍ରା. ଛିତ୍ତ) ଚାରି ଆଡ଼େ ବିସ୍ତୃତ ହୋଇଥିବା ଚତରା —୪. Spreading; extending on all sides.
(ଯଥା—ଛତରା ବର)