ଛତରଖାଈ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛତରଖିଆ—ପୁଂ) 

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛତ୍ର+ଖାଦକ) (ସ୍ତ୍ରୀଲୋକମାନଙ୍କୁ ଗାଳି) ସମ୍ପାଦନା

୧. ନୀଚ ଲୋକ ସଙ୍ଗମକାରିଣୀ ବେଶ୍ୟା; ଖାନିଗୀ —୧. A low class prostitute; a whore.
୨. ନିଷ୍ଟଚରିତ୍ରା ସ୍ତ୍ରୀ —୨. A fallen woman; a profligate woman.
୩. ମାଗିଖାଈ — ୩. A wandering beggar-woman.