ଛତରଖାଈ
ଛତରଖାଈ
ଉଚ୍ଚାରଣ
ସମ୍ପାଦନା(ଛତରଖିଆ—ପୁଂ)
ଅନୁବାଦ
ସମ୍ପାଦନାଦେଶଜ - ବିଶେଷ୍ୟ - ସ୍ତ୍ରୀ. (ସଂସ୍କୃତ - ଛତ୍ର+ଖାଦକ) (ସ୍ତ୍ରୀଲୋକମାନଙ୍କୁ ଗାଳି)
ସମ୍ପାଦନା- ୧. ନୀଚ ଲୋକ ସଙ୍ଗମକାରିଣୀ ବେଶ୍ୟା; ଖାନିଗୀ —୧. A low class prostitute; a whore.
- ୨. ନିଷ୍ଟଚରିତ୍ରା ସ୍ତ୍ରୀ —୨. A fallen woman; a profligate woman.
- ୩. ମାଗିଖାଈ — ୩. A wandering beggar-woman.