ଛଣପଟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶଣ ଓ ପଟ୍ଟ; ପାଟ ବା ରେଶମ ସଦୃଶ ଶଣ) ସମ୍ପାଦନା

ତନ୍ତୁମୟ ଗୁଳ୍ମଜାତୀୟ ବୃକ୍ଷବିଶେଷ —Flax; the sunhemp; Crotolaria Juncea; hemp; Cannabis (Haines).

[ଦ୍ରଷ୍ଟବ୍ୟ —ଏହା ଶିମ୍ୱାଦିବର୍ଗର କୃଷି— ଜାତି ଗୁଳ୍ମ, ଏଥିର ଫୁଲ ହଳଦିଆ ଓ ଆକାରରେ ଘଣ୍ଟି ପରି ଶୁଖି ଗଲେ ଛୁଇଁ ଭିତରେ ମଞ୍ଜି ଗୁଡ଼ିକ ଝଣଝଣ ବାଜେ ଏଥିର ତନ୍ତୁ ଝୋଟ ଅପେକ୍ଷା ଟାଣ ଓ ଚିକ୍କଣ ଏଥିରେ ଜାଲ ବୁଣାଯାଏ ଓ ଥଳି ହୁଏ ପୂର୍ବକାଳରେ ଛଣପଟ ସୂତ୍ରରେ କ୍ଷତ୍ରିୟଙ୍କର ପଇତା ବଳା ଯାଉଥିଲା ଏହାର ତନ୍ତୁ ଅତ୍ୟନ୍ତ ସୁଦୃଢ଼ ବୈଦ୍ୟଶାସ୍ତ୍ର ଅନୁସାରେ ଏହା କଟୁ, ତିକ୍ତ ବମନକାରକ ଓ ବାତ, ପିତ୍ତ ଓ କଫ ନିବାରକ, ମଳନିଃସାରକ; ଏହାର ଫୁଲ ମଳରୋଧକ ଓ ରକ୍ତପିତ୍ତନାଶକ ଏହାର ବୀଜଚୂର୍ଣ୍ଣ ରକ୍ତଶୋଧକ]