ବିଶେଷ୍ୟ (ଦେଶଜ) ସମ୍ପାଦନା

  • ଅପ୍ରସୂତା ଗୌ; ଅଳ୍ପ ବୟସ୍କା ଗାଈ; ଯେଉଁ ଗାଈ ଜନ୍ମ କରି ନ ଥାଏ
  • ଛରା; ଇତସ୍ତତଃ ବିକ୍ଷିପ୍ତ ବା ବିଛୁରିତ ଜଳ
  • ଇତସ୍ତତଃ ଜଳାଦି ଛିଞ୍ଚିବା
  • କଦଳୀ, ପଣସ, ଆମ୍ବ ପ୍ରଭୁତିରୁ ଚୋପା ଛଡାଇବା
  • ସ୍ତ୍ରୀଲୋକମାନଙ୍କର ପାଦର ଅଳଙ୍କାରବିଶେଷ, ମଲ୍ଲ
  • ଅନ୍ତର; ଦୂରତ୍ଵ
  • ଛାଡିବା; ତ୍ୟାଗ କରିବା
  • ହାର ଆଦିର ଏକ ସରା

ବିଶେଷଣ (ଦେଶଜ) ସମ୍ପାଦନା

  • ଦୂରସ୍ଥ
  • ଅନ୍ତରରେ ବା କିଛି ଦୂରରେ ଅବସ୍ଥିତ
  • ବ୍ୟବହିତ
  • ବ୍ୟବହାର ହେବା ପରେ ପରିତ୍ୟକ୍ତ

(ଦେଶଜ) ସମ୍ପାଦନା

  • ବିନା; ବ୍ୟତୀତ
  • ଅନ୍ତରରେ; ଦୂରରେ