ଛଡ଼କାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଷଟ୍ କର୍ଣ୍ଣ ଛଅଟି କାନ ଅର୍ଥାତ୍ ପ୍ରତ୍ୟେକ ଦୁଇଟି ଲେଖାଏଁ କାନ ଥିବା ତିନି ଜଣ ମନୁଷ୍ୟ) ସମ୍ପାଦନା

୧. ଦୁଇ ଜଣ ଜାଣି ଥିବା କୌଣସି ଗୁପ୍ତ ବିଷୟ ତୃତୀୟ ବ୍ୟକ୍ତିର କର୍ଣ୍ଣଗୋଚର ହେବା ଅବସ୍ଥା — ୧. The state of a secret (known or con fined heretofore to two persons reaching the ears of a third person.
୨. ଗୁପ୍ତ ବିଷୟର ପ୍ରକାଶ — ୨. The devulgence of a secret.

ଛଡ଼ାକାନ ମନ୍ତ୍ର ଭେଦ ଢ଼ଗ

ଦେଶଜ - ବିଶେଷଣ - ସମ୍ପାଦନା

ତୃତୀୟ ବ୍ୟକ୍ତି ନିକଟରେ ପ୍ରକାଶିତ ବା ତୃତୀୟ ବ୍ୟକ୍ତିଦ୍ୱାରା ଜ୍ଞାତ (ଗୁପ୍ତ ବିଷୟ) — Devulged (secret).