ଛଟ୍କିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଛଟକାଇବା, ଛଟକେଇବାଣିଜନ୍ତରୂପ

ପ୍ରାଦେଶିକ - (ସମ୍ୱଲପୁର) କ୍ରି. (ତୁଳ, ହିନ୍ଦୀ - ଛଟ୍କନା) ସମ୍ପାଦନା

୧. ଖସିଯିବା —୧. To slip out; to slip away.

(ଯଥା—ଶିଲି (ଶଗଡ଼ଚକ)ରୁ ତାର୍ (ହାଲ) ଛଟ୍କିଗଲା)

୨. ଛଟ୍ ପଟ୍ କରିବା —୨. To be restless.