ଛଟକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଛଟା) ସମ୍ପାଦନା

୧. ସୌନ୍ଦର୍ଯ୍ୟ — ୧. Beauty; grace.
୨. ଶୋଭା —୨. Splendour.

ପ୍ରବେଶ ହୋଇଲେ ଯାଇଁ ଅଯୋଧ୍ୟା କଟକେ ଶତ୍ରୁର ଭୁବନ ପ୍ରାୟ ଜିଣଈ ଛଟକେ—ବିଶ୍ୱନାଥ. ବିଚିତ୍ରରାମାୟଣ

୩. ଢଙ୍ଗ —୩. Manner.
୪. ଭଙ୍ଗୀ —୪. Winsome deportments; arts.
୫. ମନୋହର ନେତ୍ରଭଙ୍ଗୀ —୫. Charming glance.
୬. ଆଖି ପିଛାଡ଼ିବା; ନେତ୍ରଭଙ୍ଗୀ; ପଲକ — ୬. Glance; tinkling of the eye.
୭. ଛଳ; ଚାତୁରୀ —୭. Trick.

ଛଟକେ ରିପୁକଟକ ସଂହାରି—ରାଧାନାଥ. ଯଯାତି

୮. ରସିକତା —୮. Gallantry.

ଦେଶଜ - ବିଶେଷଣ - ସମ୍ପାଦନା

୧. ଶୋଭାଯୁକ୍ତ — ୧. Beautiful; charming.

ଦେଖିବା ରାଜାର କଟକ, କେମନ୍ତେ ଦିଶଇ ଛଟକ— ଜଗନ୍ନାଥ. ଭାଗବତ

୨. ଭଙ୍ଗୀବିଶିଷ୍ଟ — ୨. With winsome deportments.

କଟକ ଛଟକନାରୀ, ଅଛନ୍ତି ନାନା ଚାତୁରୀ— ପ୍ରତାପ—ଶଶିସେଣା