ଛଚାପଣ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଛଚାପଣିଆଁ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ସଂସ୍କୃତ - ସତ୍) ସମ୍ପାଦନା

୧. ସତ୍ସ୍ୱଭାବ — ୧. Honesty.
୨. ସତୀତ୍ୱ —୨. Chastity.
୩. ସତ୍ୟବାଦିତା — ୩. Truthfulness.
୪. ବିଶ୍ୱାସୀପଣିଆଁ — ୪. Fidelity; trustworthiness; faithfulness.
୫. ନିର୍ଦ୍ଦୋଷତା —୫. Innocence.