ଛକା ଦେବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଛକା କରିବା, ଛକା ଧରିବା, ଛକା ବସାଇବାଅନ୍ୟରୂପ

ଦେଶଜ - କ୍ରିୟାପଦ - ସମ୍ପାଦନା

ତାସଖେଳରେ ସବୁ ପିଠିର ତାସଯାକ (ଏକ ପକ୍ଷ) ନେବା ଓ ଓପର ପକ୍ଷକୁ ପିଠିଏ ମାତ୍ର ତାସ ନେବାର ସୁଯୋଗ ନ ଦେବା — To win all the cards in a game of cards without allowing of the oppsite party to win the cards of any turn.

[ଦ୍ରଷ୍ଟବ୍ୟ —ଯେଉଁ ପକ୍ଷ ଆଦୌ ତାସ ଜିଣି ନ ପାରେ ତା ବିରୁଦ୍ଧରେ ଜିଣିବା ପକ୍ଷ ଗୋଟିଏ ଛଟିପଯୁକ୍ତ ତାସ ସ୍ଥାପନ କରେ]