ଛକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)
  • (file)

ଅନୁବାଦ ସମ୍ପାଦନା

(ଛକ୍କା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ଜଗିବା; ଲୁଚିବା — ୧. Watchich; hiding.
୨. ଅବସରକ୍ରମେ ଶିକାରକୁ ଆକ୍ରମଣ କରିବା ପାଇଁ ଛକି ରହିବା —୨. Lying watchfully; lying in ambush; ambush.
୩. (ସଂସ୍କୃତ - ଷଟ୍କ; ପ୍ରା. ଛକ୍କୋ) ଗଞ୍ଜପା ବା ତାସ ଖେଳରେ ଛଅ ଟିପଯୁକ୍ତ ସାର —୩. The playing card having six tips on it.
୪. ତାସ ଖେଳରେ ଅପର ପକ୍ଷକୁ ପିଠି ଏ ମାତ୍ର ତାସ ନେବାର ସୁଯୋଗ ନ ଦେଇ ଏକ ପକ୍ଷ ସବୁ ପିଠିର ତାସଯାକ ଜିତିବା —୪. The state of one party wining all the cards in a game of cards.
୫. କଉଡ଼ିଖେଳରେ ଛଅଟିଯାକ କଉଡ଼ି ମୁହଁ ମାଡ଼ି ପଡ଼ିବା ଦାନ —୫. Six Kauṟḍ̠is falling on the ground with the vental side down and dorsal side up in a Kauṟḍ̠ game.
୬. ସ୍ତ୍ରୀଲୋକମାନେ ଭୂଇଁରେ ଗାର କାଟି ଖେଳିବା କଉଡ଼ି ଖେଳ —୬. An indoor game of females with shells.
୭. ଯୁକ୍ତଚିହ୍ନ ଅଙ୍କିତ କରିବା କର୍ମ — ୭. Making or drawing of cross marks.
୮. ଯେଉଁ ଗଞ୍ଜପା ବା ତାସରେ ୬ଟି ବିନ୍ଦୁ ଥାଏ — ୮. A card containing ୬ points.
୯. ଛଅ ଅର୍ଥାତ୍ ଅନେକ ପ୍ରକାର ପରିବାରେ ପ୍ରସ୍ତୁତ ତିଅଣ; ଘାଣ୍ଟତିଅଣ —୯. Hodgepodge.
୧. ଛଙ୍କା ତିଅଣ; ପାଣି ଦିଆ ହେବା ପୂର୍ବରୁ ପରିବା ଘିଅରେ ଛଙ୍କା ହୋଇ ତିଆରି କରାଯିବା ତିଅଣ — ୧୦. A curry prepared from fried vegetables.