ଛକପକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷଣ - (ସଂ ଶଙ୍କିତ) ସମ୍ପାଦନା

୧. ଶଙ୍କିତ — ୧. Apprehensive.
୨. ଭବିଷ୍ୟତରେ ଅଶୁଭ ଘଟିବା ସମ୍ୱନ୍ଧରେ ଆଶଙ୍କିତ — ୨. Having a presage or presentiinent.
୩. ଅସ୍ଥିର (ମନ) —୩. Restless (mind)
୪. ଲାଳାୟିତ —୪. Hankering.

(ଯଥା—ସେ ପିଲା ହାତରେ କୋରାଟିଏ ଦେଖି ଏ ପିଲାଟି ଛକପକ ହଉଛି!)