ଛକଡ଼ ନକଡ଼

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛକଡ଼ା ନକଡ଼ା—ଅନ୍ୟରୂପ)

ଦେଶଜ - ବିଶେଷ୍ୟ - (ଛଅ କଡ଼ା ଓ ନଅ କଡ଼ା କଉଡ଼ି ଅତି ଅଳ୍ପ ଥିବାରୁ ହେୟ) ସମ୍ପାଦନା

୧. ତୁଚ୍ଛାତାଚ୍ଛିଲ୍ୟ — ୧. Derision; contempt.
୨. ଅପମାନ —୨. Neglect; disregard.
୩. ମନ୍ଦ ବ୍ୟବହାର — ୩. Ill treatment.