ଛକଡ଼ି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

(ଛକଡ଼ି—ଅନ୍ୟରୂପ)

(ଛକଡ଼ିଆ—ଅନାଦାରାର୍ଥକରୂପ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ତୁଳ. ବଙ୍ଗାଳୀ - ତିନ୍କଡ଼ୀ) ସମ୍ପାଦନା

୧. ଉତ୍କଳରେ ଆପର୍ତ୍ତିଆଣି ଲୋକଙ୍କୁ ଦିଆଯିବା ନାମ)— (ଆପର୍ତ୍ତିଆଣି ତଳେ ନୋଟ ଦେଖ) — ୧. A name given to boys whose elder brothers or sisters have died (meaning, not worth a penay)

(ଦ୍ର— ଏହାର ଅର୍ଥ:—ଏ ବାଳକକୁ ଛଅ କଡ଼ା ମାତ୍ର ମୂଲ୍ୟରେ କିଣାଯାଇଅଛି ଯେଉଁପିଲାର ଆଗ ପିଲା ମରି ଯାଇଥାନ୍ତି;ମାଆ ମାନେ ଯମକୁ ଭଣ୍ଡାଇବା ପାଇଁ ତାହାକୁ ତିନି, ଛଅ, ନଅ କଡ଼ା କଉଡ଼ିରେ ଛୋଟଲୋକଙ୍କ ବିକି ଦେବାର ବାହାନା କରନ୍ତି]

୨. ପଶାକାଠିରେ ପଡ଼ିବା '୬' ସଂଖ୍ୟକ ଦାନ — A throw of the dice resulting in the coming up of six points.