ଛକଛାକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. ସୂତ୍ର; ସୁବିଧା; ଖଞ୍ଜ — Suitable occasion; opportunity.

(ଯଥା—ସେ ଛକ ଛାକ ଉଣ୍ଡି କାମ କରେ)

୨. ଆବଶ୍ୟକବେଳେ ସତର୍କତା —Watchfulness on suitable occasions.