ଛଉକା
ଛଉକା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଛଉକା
|
(ଛଉକ—ସ୍ତ୍ରୀ)
ଦେଶଜ - ବିଶେଷଣ - ପୁଂ.
ସମ୍ପାଦନା- ୧. ଶିକାରୀ; ଚତୁର; ଖାଦ୍ୟଦ୍ରବ୍ୟକୁ ଛପି କରି ଖାଇବା ବିଷୟରେ ପାରଙ୍ଗମ (ଯଥା—ବିରାଡ଼ି, କୁକୁର) —୧. Clever; cunning; dexterous (said of cats, dogs etc which are clever in catching things kept away from their reach).
- ୨. ଯେ ସୁଯୋଗ ଦେଖି ଶିକାରୀକୁ ଝାମ୍ପିବା ପାଇଁ ଜଗି ରହେ —୨. Crouching;lying in wait to pounce on a prey.
- ୩. ଛଉଆ (ଦେଖ) - —୩. Chhauā (See)